ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୁନହଟ ବଜାରରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଏଟିଏମରୁୁ ଗତକାଲି ରାତିରେ ଲୁଟ୍ ଉଦ୍ୟମ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ତେବେ ଦୁର୍ବୃତ୍ତମାନେ ଏଟିଏମ୍ରୁ ଟଙ୍କା ଲୁଟି ନେଇଛନ୍ତି କିମ୍ବା ନେଇ ପାରି ନାହାଁନ୍ତି, ତାହା ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।
ବାଲେଶ୍ୱର: ଏଟିଏମ ଲୁଟ୍ ଉଦ୍ୟମ
Advertisment
Follow Us