ରାଉରକେଲା : ଏଟିଏମ ଭାଙ୍ଗି ଲୁଟ୍‌

Advertisment
ରାଉରକେଲା : ଏଟିଏମ ଭାଙ୍ଗି ଲୁଟ୍‌

ରାଉରକେଲା: ଗତକାଲି ରାତିରେ କେତେକ ଦୁର୍ବୃତ୍ତ ସୁନ୍ଦରଗଡ଼ ଜିଲ୍ଲା ରାଉରକେଲ ର ବନ୍ଧମୁଣ୍ଡା ଥାନା ଅର୍ନ୍ଗତ ବିଶ୍ରା ଏସବିଆଇ ଏଟିମ୍‌ ତାଡ଼ି ଲୁଟ୍‌ କରିଛନ୍ତି। ଆଜି ସକାଳେ ଏଟିଏମ ଭଙ୍ଗା ଯାଇଥିବା ଦେଖି କେତେକ ଲୋକ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବନ୍ଧମୁଣ୍ଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଛି। ଏଟିଏମରେ କେତେ ଟଙ୍କାଥିଲା ଓ କେତେ ଟଙ୍କା ଲୁଟ୍‌ ହୋଇଛି ତାହା ବ୍ୟାଙ୍କ କର୍ତ୍ତର୍ୃପକ୍ଷ ଆସିବା ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe