ବାଲେଶ୍ୱର: ଲୁଟ୍‌ ଉଦ୍ୟମ ବେଳେ ଜଳିଗଲା ଏଟିଏମ

Advertisment
ବାଲେଶ୍ୱର: ଲୁଟ୍‌ ଉଦ୍ୟମ ବେଳେ ଜଳିଗଲା ଏଟିଏମ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଉତ୍ତରେଶ୍ୱର ଛକରେ ଥିବା ବ୍ୟାଙ୍କ୍‌ ଅଫ ଇଣ୍ଡିଆର ଏକ ଏଟିଏମକୁ ଦୁର୍ବୃତ୍ତମାନେ ଲୁଟ୍‌ ଉଦ୍ୟମ କରିଛନ୍ତି। ଲୁଟ୍‌ ଉଦ୍ୟମ ବେଳେ ଏଟିଏରେ ସର୍ଟ ସର୍କିଟ ହେବାରୁ ଏଥିରେ ନିଆଁ ଲାଗିଯାଇଛି। ଫଳରେ ଏଟିଏମରେ ଥିବା ଲକ୍ଷ ଲକ୍ଷ ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛିି। ଖବର ପାଇ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ସହଯୋଗରେ ନିଆଁକୁ ଆୟତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେଏହି ଲୁଟ୍‌ ଉଦ୍ୟମ ହୋଇଥିିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe