ମଦ‌ ଦୋକାନର ଫଟୋ ଉଠାଇବା ବେଳେ ସାମ୍ବାଦିକଙ୍କୁ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

Advertisment
ମଦ‌ ଦୋକାନର ଫଟୋ ଉଠାଇବା ବେଳେ ସାମ୍ବାଦିକଙ୍କୁ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା

Image Courtesy of NDTV

ଜୟପୁର: ସରୋଜିନୀ ଭବନ ଅଂଚଳରେ ଥିବା ଏକ ବିଦେଶୀ ମଦ ଦୋକାନର ଫଟୋ ଉଠାଉଥିବା ବେଳେ ଜଣେ ସାମ୍ବାଦିକଙ୍କୁ ଦୋକାନର କର୍ମଚାରୀମାନେ ମାଡ଼ ମାରିଥିବା ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ଏହି ଘଟଣାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା ପ୍ରକାଶ କରାଯାଇଛି। ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଏଭଳି ଆକ୍ରମଣ କରିବା ଠିକ୍ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe