ଉଦ୍ଧାର ହେଲା ୧୨ଟି ଚୋରି ବାଇକ୍: ୪ ଗିରଫ

Advertisment
ଉଦ୍ଧାର ହେଲା ୧୨ଟି ଚୋରି ବାଇକ୍: ୪ ଗିରଫ

ତରଭା: ବୁଧବାର ସନ୍ଧ୍ୟାରେ ତରଭା ପୋଲିସକୁ ବଡ଼ ସଫଳତା ମିଳିଛି।  ଗତ ୨ ତାରିଖ ଦିନ ତରଭା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ଚୋରି ହୋଇଥିବା ଗୋଟିଏ ବାଇକର ଅନୁସନ୍ଧାନ କରିବା ସମୟରେ ଏକ ବାଇକ୍ ଚୋର ଗ୍ୟାଙ୍ଗକୁ ଠାବ କରିବା ସହ ୧୨ଟି ବାଇକ୍ ଉଦ୍ଧାର କରିବାରେ ତରଭା ପୁଲିସ ସଫଳ ହୋଇଛି।

ବାଇକ୍ ଚୋରିରେ ସଂପୃକ୍ତ ୪ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ଏହି ଗ୍ୟାଙ୍ଗର ଚେର କେତେ ଦୂର ଲମ୍ବିଛି ଅନୁସନ୍ଧାନ ପରେ ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe