ଜାତୀୟ ରାଜପଥ ଉପରେ ପଡ଼ିଲା ବିଶାଳ ଗଛ, ଅଟକିଲା ଆମ୍ବୁଲାନ୍ସ

Advertisment

୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଆଜି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକିଛି। ଏହି କାରଣରୁ ଶତାଧିକ ଯାନବାହନ ଅଟକି ରହିଛି।

୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଆଜି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକିଛି। ଏହି କାରଣରୁ ଶତାଧିକ ଯାନବାହନ ଅଟକି ରହିଛି।

deogan1

ଦେଓଗାଁ: ୨୬ ନମ୍ବର ଜାତୀୟ ରାଜପଥର ବଲାଙ୍ଗୀର ଜିଲ୍ଲା ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଆଜି ସନ୍ଧ୍ୟାରେ ଏକ ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଅଟକିଛି।

ସୂଚନା ଅନୁସାରେ ଦେଓଗାଁ ରାସ୍ତାର ନିକଟସ୍ଥ ଚିନିକଳ ନିକଟରେ ଥିବା ଏକ ବିଶାଳ ତେନ୍ତୁଳି ଗଛ ଆଜି ସନ୍ଧ୍ୟାରେ ଉପୁଡ଼ି ପଡ଼ିଥିଲା। ଏହି ଗଛଟି ଉପୁଡ଼ିବା ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଥିଲା। ରାସ୍ତା ଉପରେ ବିଶାଳ ଗଛ ପଡ଼ିଯିବା ଫଳରେ ଶତାଧିକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା। ବଲାଙ୍ଗୀରରୁ ଆନ୍ଧ୍ରପ୍ରଦେଶ ଫେରୁଥିବା ଏକ ଆମ୍ବୁଲାନ୍ସଙ୍କୁ ମଧ୍ୟ ଅଟକିବାକୁ ପଡ଼ିଥିଲା। ଅବରୋଧ ହଟାଇବା ପାଇଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe