ଦେଓଗାଁ: ବଲାଙ୍ଗୀର-ଦେଓଗାଁ ରାସ୍ତାର ଦେଓଗାଁ କଲେଜ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍କୁ ଟ୍ରକ୍ ଧକ୍କାଦେବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁର୍ଘଟଣା ପରେ ଉଭୟ ଗାଡ଼ି ଜଳିଯାଇଛି। ମୃତକ ବାଇକ୍ ଚାଳକ ଜଣକ ଉତ୍ତରପ୍ରଦେଶ ବୈରାମପୁର ନଚୁଆରା ଲକ୍ଷ୍ମୀନଗରର ସରିପ ସାହା ବୋଲି ଜଣାପଡ଼ିଛି।
ବାଇକ୍-ଟ୍ରକ୍ ଧକ୍କାରେ ଜଣେ ମୃତ; ଦୁର୍ଘଟଣା ପରେ ଜଳିଗଲା ଉଭୟ ଗାଡ଼ି
Advertisment
Follow Us