ପୋଖରୀରେ ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

Advertisment
ବିଲ ମଝିରୁ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଛତାପାଲି ଗାଁରେ ଏକ ପୋଖରୀରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି। ମୃତକଙ୍କୁ ହତ୍ୟା କରାଯାଇଛି ଓ ଏହାପରେ ମୃତଦେହକୁ ପାଣିରେ ଫିଙ୍ଗିଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ କାଲୁ ଦୀପ। ତାଙ୍କୁ ଗତ ୧୧ ତରିଖରେ ସ୍ଥାନୀୟ ଲୋକ ପୋଖରୀ ନିକଟରେ ଦେଖିଥିଲେ। ହେଲେ ଏହାପରେ ତାଙ୍କୁ ଦେଖିବାକୁ ମିଳିନଥିଲା। ଆଉ ଏବେ ପୋଖରୀରେ ତାଙ୍କୁ ମୃତଦେହ ଭାସୁଥିବାର ମିଳିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe