ସଇଁତଲା ଷ୍ଟେସନ ନିକଟରେ ରେଳ ଧାରଣାରେ ଯୁବକର ମୃତଦେହ

Advertisment
ସଇଁତଲା ଷ୍ଟେସନ ନିକଟରେ ରେଳ ଧାରଣାରେ ଯୁବକର ମୃତଦେହ

ସଇଁତଲା: ବଲାଙ୍ଗୀର ଜିଲ୍ଲା ସଇଁତଲା ରେଳ ଷ୍ଟେସନ ନିକଟରେ ରେଳ ଲାଇନ ମଝିରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି।  ସଇଁତଲା ରେଳ ଷ୍ଟେସନ ଠାରୁ ଶହେ ମିଟର ଦୂର ସିଲେଟ ପଡ଼ା ଗ୍ରାମ ନିକଟ ରେଳ ଲାଇନ ମଧ୍ୟରେ ମୁଣ୍ଡ କଟି ଜଣେ ଯୁବକଙ୍କ ମୃତଦେହ ପଡ଼ିରହିଛି।

ବିଳମ୍ବିତ ରାତ୍ରିରେ କୌଣସି ଟ୍ରେନରେ କଟି ମୃତ୍ୟୁବରଣ କରିଥିବା କୁହାଯାଉଛି। ମୁଣ୍ଡରେ ଗଭୀର କ୍ଷତ ଚି଼ହ୍ନ ଅଛି। ମୃତ ଯୁବକଙ୍କର ପରିଚୟ ମିଳିପାରିନାହିଁ। ଏହା ହତ୍ୟା ନା ଆତ୍ମହତ୍ୟା, ତାକୁ ନେଇ ରେଳବାଇ ପୁଲିସର ତଦନ୍ତ ପରେ ତାହା ସ୍ପଷ୍ଟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe