ନକଲି ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗର ଏତଲା

Advertisment
ନକଲି ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗର ଏତଲା

odishabytes.com

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ସରକାରୀ ବାଳକ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ନକଲି ଶିକ୍ଷକଙ୍କ ବିରୋଧରେ ଶିକ୍ଷା ବିଭାଗ ଏତଲା ଦେଇଛି। ନକଲି ଶିକ୍ଷକ ଜଣକ ସୁକାନ୍ତ ମନ୍ତ୍ରୀ ବୋଲି ଜଣାପଡ଼ିଛି। ଶିକ୍ଷା ବିଭାଗ ସୁକାନ୍ତଙ୍କୁ ତାଙ୍କ ଦସ୍ତାବିଜ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା। ସେଥିରୁ ସେକେଣ୍ଡାରି ଟିଚର୍ସ ଟ୍ରେନିଂ ସାର୍ଟିଫିକେଟ୍‌ର ବୈଧତା ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବୋର୍ଡକୁ ପଠାଯାଇଥିଲା। ଯାହା ନକଲି ଥିବା ବୋର୍ଡ ସ୍ପଷ୍ଟ କରିଥିଲା। ଏହିକ୍ରମରେ ସମ୍ପୃକ୍ତ ନକଲି ଶିକ୍ଷକ ବିରୋଧରେ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe