Image Courtesy of Times Now
ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଚୋରମରା ସ୍ଥିତ ପେପର ମିଲ୍ରେ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ପେପର ମିଲ୍ର କେମିକାଲ ଗୋଦାମରେ ଲାଗିଛି ନିଆଁ। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି। ତେବେ କିପରି ନିଆଁ ଲାଗିଲା, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Follow Us