ବଲାଙ୍ଗୀର ଅପରାଧ ଜମି ମାଫିଆ ଡନ୍ ଟିମନ କୁମ୍ଭାର ଗିରଫ Advertisment September 27, 2017, 06:47 PM IST 27 Sep 2017 18:47 IST Sambad Digital Follow Us ବଲାଙ୍ଗୀର: ଜମି ମାଫିଆ ଡନ୍ ଟିମନ କୁମ୍ଭାରକୁ ବୁଧବାର ଟାଉନ ଥାନା ପୁଲିସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାର ଟିମନ୍ ଜମି କାରବାର ନେଇ ୨ ଜଣଙ୍କୁ ଧମକ ଦେଇଥିଲା।