ମକର ସଂକ୍ରାନ୍ତିରେ ହରିଶଙ୍କର ଓ କନ୍ଦରାଭଟା ଜଳ ମହାଦେବ ପୀଠ ଚଳଚଞ୍ଚଳ

Advertisment
ମକର ସଂକ୍ରାନ୍ତିରେ ହରିଶଙ୍କର ଓ କନ୍ଦରାଭଟା ଜଳ ମହାଦେବ ପୀଠ ଚଳଚଞ୍ଚଳ

ଧଣ୍ଡାମୁଣ୍ଡା: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କର ମକର ସଂକ୍ରାନ୍ତି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି। ପାପନାଶିନୀ ଝରଣାରେ ବୁଡ଼ ପକାଇ ପ୍ରଭୁ ହରିଶଙ୍କରଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଭୋର ୪ ଟାରୁ ମନ୍ଦିର ନୀତିକାନ୍ତି ପରେ ଦର୍ଶନର ବ୍ୟବସ୍ଥା କରାଯାଇଥିଲା।

publive-image

ପ୍ରଭୁଙ୍କ ଠାରେ ମକର ଚାଉଳ ଭୋଗ ଲାଗିବା ପରେ ଭକ୍ତମାନଙ୍କୁ ମକର ଚାଉଳ ବଣ୍ଟା ହୋଇଥିଲା। ସେହିପରି କନ୍ଦରା ଭଟା ଜଳ ମହାଦେବ ଠାରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe