ଯୁବକଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଲୁଟ୍‌

Advertisment
ଯୁବକଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଲୁଟ୍‌

armed robbery attorney in orange county ca

ବଲାଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ରୋଡ୍‌ରେ ଜଣେ ଯୁବକ ବାଇକ୍‌ରେ ଯାଉଥିବା ବେଳେ ତାଙ୍କଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ସଦର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଯୁବକଜଣଙ୍କ ହେଉଛନ୍ତି ସୁରଥ ଭୋଇ। ଗାଇବାହାଲ ଗାଁର ସୁରଥ ବାଇକ୍‌ରେ ଆସୁଥିବା ବେଳେ ତାଙ୍କଠାରୁ ୧୧ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଛନ୍ତି। ସଦର ଥାନା ପୁଲିସ ମାମଲାର ଅନୁସନ୍ଧାନ ଚଳାଇବା ସହ ବିଭିନ୍ନ ସ୍ଥାନରେ ଖୋଲତାଡ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe