ସଡକ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

Advertisment

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଥର୍ଲା ଗ୍ରାମର ଗଙ୍ଗା ବଚ୍ଛା ନାମକ ଜୈନିକ ବ୍ଯକ୍ତି ରାସ୍ତାରେ ଯାଉଥିଲେ। ସେହି ସମୟରେ ଯୋଗିମୁଣ୍ଡାର ଡୋଲାମଣି ଓ ବିଜୁ ପୁଟେଲ ଆଇସକ୍ରିମ ବିକ୍ରି କରିବା ପାଇଁ ନିଜ ବାଇକ୍‌ରେ ଯାଉଥିବା ବେଳେ ବଥର୍ଲା ପାଣି ଟଙ୍କି ଠାରେ ଗଙ୍ଗାକୁ ଧକ୍କା ଦେଇଥିଲେ।

bg accident

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ବଥର୍ଲା ଗ୍ରାମର ଗଙ୍ଗା ବଚ୍ଛା (୫୫) ନାମକ ଜୈନିକ ବ୍ଯକ୍ତି ରାସ୍ତାରେ ଯାଉଥିଲେ। ସେହି ସମୟରେ ଯୋଗିମୁଣ୍ଡାର ଡୋଲାମଣି ଓ ବିଜୁ ପୁଟେଲ ଆଇସକ୍ରିମ ବିକ୍ରି କରିବା ପାଇଁ ନିଜ ବାଇକ୍‌ରେ ଯାଉଥିବା ବେଳେ ବଥର୍ଲା ପାଣି ଟଙ୍କି ଠାରେ ଗଙ୍ଗାକୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ତାଙ୍କର ମ୍ରୁତ୍ୟୁ ଘଟିଥିବା ବେଳେ ଡୋଲାମଣି ଓ ବିଜୁ ମଧ୍ୟ ଗୁରୁତର ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।

ଘଟଣା ଘଟିବା ପରେ ବଥର୍ଲା ଗ୍ରାମବାସୀ ଓ ମ୍ରୁତକଙ୍କ ପରିବାରବର୍ଗ ପାଟଣାଗଡ଼-ଖପ୍ରାଖୋଲ ମୁଖ୍ୟରାସ୍ତା ଅବରୋଧ କରିଥିବା ଜଣାପଡିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe