ବର୍ଷାରେ ଭାଙ୍ଗିଲା ଘର:ଅଳ୍ପକେ ବର୍ତ୍ତିଲେ ପରିବାର

Advertisment
ବର୍ଷାରେ ଭାଙ୍ଗିଲା ଘର:ଅଳ୍ପକେ ବର୍ତ୍ତିଲେ ପରିବାର

ଧଣ୍ଡାମୁଣ୍ଡା: ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଧଣ୍ଡାମୁଣ୍ଡା ଗ୍ରାମରେ ପ୍ରବଳ ବର୍ଷା ଯୋଗୁଁ ଶିବ ପନିକାଙ୍କ ଘର ଭାଙ୍ଗି ଯାଇଛି। ସୋମବାର ରାତିରେ ଘରଭିତରେ ପରିବାର ୪ ଜଣ ଶୋଇଥିବା ବେଳେ ହଠାତ ଘରଟି ଭାଙ୍ଗି ପଡ଼ିଥିଲା। ଭାଗ୍ୟବଶତଃ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଭଙ୍ଗାଘରୁ ଉଦ୍ଧାର କରାଯାଇଥିଲା। ଏନେଇ ଗ୍ରାମର ଓ୍ଵାର୍ଡ ମେମ୍ବର ଶେଷଦେବ ପଟେଲ ପ୍ରଶାସନକୁ ଜଣାଇଥିଲେ। ଘଟଣା ସ୍ଥଳରେ ଖପ୍ରାଖୋଲ ତହସିଲଦାର ମୋତିଲାଲ ସୁଲିଆ ପହଞ୍ଚି ଶିବ ପନିକାଙ୍କ ଘରକୁ ପଲିଥିନ୍‌ ଯୋଗାଇ ଦିଆଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe