Advertisment

ବଲାଙ୍ଗୀରରେ ବାଘଛାଲ ଜବତ, ‌ଜଣେ ଚୋରା ଚାଲାଣକାରୀ ଗିରଫ

Advertisment
ବଲାଙ୍ଗୀରରେ ବାଘଛାଲ ଜବତ, ‌ଜଣେ ଚୋରା ଚାଲାଣକାରୀ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିକରପଡା ସଇନ୍ତଳା ଅଞ୍ଚଳରେ ଏକ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ହାବୁଡ଼ରେ ପଡ଼ିଛି ଜଣେ ବାଘଛାଲ ଚୋରା ଚାଲାଣକାରୀ। ବାଘଛାଲ ଡିଲ୍‌ ଚାଲିଥିବା ବେଳେ ଏସ୍‌ଟିଏଫ୍‌ ଚାଲାଣକାରୀକୁ ଧରିଛି। ଏସ୍‌ଟିଏଫ୍‌ ଜଣେ ଅଭିଯୁକ୍ତକୁ ଧରିବା ସହ ଗୋଟାଏ ବାଘଛାଲ ଜବତ କରିଛି। ଅଭିଯୁକ୍ତର ନାଁ ହେଉଛି ଆଦିକାଣ୍ଡ ଘିୱାଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe