ସ୍କୁଲ ଛାତ୍ରୀ ଅସଦାଚରଣ ଘଟଣା: ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

Advertisment

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ଉଚ୍ଚ ବିଦ୍ୟାଳୟରେ ଶନିବାର ଦିନ ହୋଇଥିବା ସ୍କୁଲ ଛାତ୍ରୀ ଅସଦାଚରଣ ଘଟଣାରେ ଫେରାର ଚାରି ଜଣ ମଦ୍ୟପଙ୍କୁ ଗିରଫ କରିଛି।

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ଉଚ୍ଚ ବିଦ୍ୟାଳୟରେ ଶନିବାର ଦିନ ହୋଇଥିବା ସ୍କୁଲ ଛାତ୍ରୀ ଅସଦାଚରଣ ଘଟଣାରେ ଫେରାର ଚାରି ଜଣ ମଦ୍ୟପଙ୍କୁ ଗିରଫ କରିଛି।

court

ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହାରାପଦର ଉଚ୍ଚବିଦ୍ୟାଳୟରେ ଶନିବାର ଦିନ ହୋଇଥିବା ସ୍କୁଲ ଛାତ୍ରୀ ଅସଦାଚରଣ ଘଟଣାରେ ଫେରାର ଚାରି ଜଣ ମଦ୍ୟପଙ୍କୁ ଗିରଫ କରିଛି।

ପୁଲିସ ଏହି ଅଭିଯୁକ୍ତମାନଙ୍କୁ ବନ୍ଦେପଦର ଠାରେ ଧରି ଖପ୍ରାଖୋଲ ଥାନାକୁ ଆଣି ପଚରାଉଚୁରା କରିଥିଲା। ଏହା ପରେ ରବିବାର ଦିନ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବୈଜଲସାଗର ଗାଁ ର ବିକାଶ ବେଟକାର(୨୨) ସୁଶୀଲ ବାଗ (୨୪) ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି

Balangir | Police 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe