ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

Advertisment
ମୀନାବଜାର ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ

କଣ୍ଟାବାଞ୍ଜି: ମୀନାବଜାର ଦୋଳିରେ ବସିଵା ହେଲା କାଳ, ଦୋଳିରୁ ପଡ଼ି ଚାଲିଗଲା ଯୁବକଙ୍କ ଜୀବନ। ମୃତ ଯୁବକ ହେଲେ ତୁରକେଲା ଗାଁର ଦେବରାଜ ସାହୁ। ସୋମବାର ରାତିରେ ଘଟିଛି ଏଭଳି ଘଟଣା।

ତୁରେକେଲା ରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବରେ ପୂଜା କମିଟି ଧୂମଧାମରେ ପାଳନ କରିବା ସହ ମୀନାବଜାର ଆଣିଥିଲେ। ତେବେ ପୂଜା କମିଟିର ସଦସ୍ୟ ଥିବା ଦେବରାଜ ସାହୁ ଦୋଳିରେ ଝୁଲୁଥିବା ବେଳେ ଅଚାନକ ଦୋଳିରୁ ପଡ଼ି ଗୁରୁତର ହୋଇଥିଲେ। ତୁରନ୍ତ ତାଙ୍କୁ ପୂଜା କମିଟିର ଅନ୍ୟ ସଦସ୍ୟମାନେ ତୁରକେଲା ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe