ଆଦର୍ଶ ବିଦ୍ୟାଳୟର ୩ ଛାତ୍ରୀ ଅସୁସ୍ଥ, ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି

Advertisment
ଆଦର୍ଶ ବିଦ୍ୟାଳୟର ୩ ଛାତ୍ରୀ ଅସୁସ୍ଥ, ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ଜାମୁଡିହା ଆଦର୍ଶ ବିଦ୍ୟାଳୟରେ ୩ ଜଣ ଛାତ୍ରୀ ଅସୁସ୍ଥ ହୋଇ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ପ୍ରବଳ ଗରମ ସତ୍ତ୍ବେ ଡ୍ରିଲ କରାଇବା ପରେ ଛାତ୍ରୀମାନେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସକାଳେ ସେମାନେ ବିସ୍କୁଟ ଖାଇ ଆସିବା ପରେ ଅସୁସ୍ଥ ହୋଇଥିଲେ।

ସେମାନଙ୍କ କହିବା କଥା ଆଜକୁ ପାଖାପାଖି ତିନି ଦିନ ଆଗରୁ ସେମାନେ ଅସୁସ୍ଥ ଅନୁଭବ କଲେଣି। ପ୍ରଶ୍ନ ଉଠେ ରହୁଥିବା ମେସ୍ କର୍ତ୍ତୃପକ୍ଷ ଓ ସ୍କୁଲ ଅଧିକାରୀ ତାଙ୍କୁ ପୂର୍ବରୁ କଣ ପାଇଁ ଚିକିତ୍ସା ଯୋଗାଇ ଦେଲେନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe