ସୁବର୍ଣ୍ଣରେଖା ନଦୀରେ ଅଘଟଣ: ବୁଡ଼ିଗଲେ ୨ ଭାଇ; ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ସୁବର୍ଣ୍ଣରେଖା ନଦୀରେ ଅଘଟଣ: ବୁଡ଼ିଗଲେ ୨ ଭାଇ; ଜଣେ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

Odisha News Insight

ବାଲିଆପାଳ: ବାଲେଶ୍ବର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ମାନପୁର ସୁବର୍ଣ୍ଣରେଖା ନଦୀ ସିଆଡି ଘାଟରେ ଅଘଟଣ। ଶ୍ରାବଣ ସୋମବାରର ଜଳାଭିଷେକ ପାଇଁ ନଦୀକୁ ପାଣି ଆଣିବା ଯାଇ ବୁଡ଼ ମାରିବା ବେଳେ ଦୁଇ ଭାଇ ବୁଡି ଯାଇଥିବା ସୂଚନା ରହିଛି । ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣ ନିଖୋଜ ଥିବା ସୂଚନା ରହିଛି । ଏବେ ଅଗ୍ନିଶମ ବିଭାଗର ଖୋଜା ଖୋଜି କାମ ଜାରି ରହିଛି। ନିଖୋଜ ବାଳକ ଜଣଙ୍କ ହେଲେ ଶୁଭମ ରଣା। ତାଙ୍କ ବୟସ ୧୨ ବର୍ଷ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe