Advertisment

ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ

Advertisment
ସୋରରୁ ବିପୁଳ ପରିମାଣର ବିସ୍ଫୋରକ ଜିଲୋଟିନ୍ ଜବତ

ସୋର: ପୁଲିସ ବାଲେଶ୍ବର ଜିଲ୍ଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନମାନଙ୍କରେ ପଥର ବିସ୍ଫୋରଣ ସାମଗ୍ରୀ ଜିଲୋଟନ୍ ଜବତ କରିଛି। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦେଶ କ୍ରମେ ସୋର ଆଇଆଇସି ପ୍ରଭାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱର ଏକ ପୁଲିସ୍ ଟିମ୍ ବାଗୁଡ଼ିର ଏକ ନିଛାଟିଆ ସ୍ଥାନରୁ ୧୫୦୦ କିଲୋଗ୍ରାମ ଜିଲୋଟିନ୍ ଜବତ କରିବା ସହିତ ମହୁମୁହାଣ ନିକଟସ୍ଥ ପରିତ୍ୟକ୍ତ ପଥର ଖାଦାନରୁ ୬୦୦୦ କିଲୋଗ୍ରାମ ବିସ୍ଫୋରଣ ସାମଗ୍ରୀ ଜିଲୋଟିନ୍ ଜବତ କରାଯାଇଛି। ପୁଲିସ୍ କେଶ ନଂ ୪୭୬/୨୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ ଖଞ୍ଜାମାହଲ ପାହାଡ଼ରେ ଥିବା କେତେକ ବେଆଇନ ପଥର ଖାଦାନରେ ଏହି ସାମଗ୍ରୀକୁ ବ୍ୟବହାର କରାଯାଇ ବିସ୍ଫୋରଣ କରାଯାଇ ପାହାଡ଼କୁ ଭାଙ୍ଗିଦିଆଯାଇ ଚୋରାରେ ନିୟମିତ ଚୋରା ପଥର ଚାଲାଣ କରାଯାଉଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe