ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡାଙ୍କ ପରଲୋକ

Advertisment
ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡାଙ୍କ ପରଲୋକ

ବାଲେଶ୍ୱର: ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡାଙ୍କ ମଙ୍ଗଳବାର ଅପରାହ୍ନରେ ପରଲୋକ ହୋଇଯାଇଛି। ବାଲେଶ୍ୱର ସହରର ଶାହାରାମପୁର ନିବାସୀ ପଣ୍ଡା ଅସୁସ୍ଥ ଥିବାରୁ ତାଙ୍କୁ ରବିବାର ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସୂର୍ଯ୍ୟମଣି ନିକଟରେ କଟକରୁ ସ୍ୱାସ୍ଥ୍ୟବାନ ହୋଇ ଫେରିଥିଲେ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀ ସୂର୍ଯ୍ୟମଣି ପଣ୍ଡା ଜେଲ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe