Dahamuda of Bhogarai in Balesore district. Photograph: (Sambad )
ଭୋଗରାଇ: ସାଙ୍ଗର ଛୁରାମାଡ଼ରେ ସାଙ୍ଗ ଗୁରୁତର ହୋଇଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ କମର୍ଦ୍ଦା ଥାନା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଦୁଇ ନବମ ଶ୍ରେଣୀର ଛାତ୍ର ଗତ କାଲି ସାଙ୍ଗ ହଇ କୁଞ୍ଜମେଳା ଦେଖିବାକୁ ଯାଇଥିଲେ। ମେଳାରେ ଦୁଇ ଜଣକ ଭିତରେ ଗତକାଲି ଗଣ୍ଡଗୋଳ ହଇଥିଲା ଆଜି ସ୍କୁଲର ବାର୍ଷିକ କ୍ରୀଡା ଥିବାରୁ ଅନନ୍ତ ଘରୁ
ସ୍କୁଲକୁ ଆସିବା ସମୟରେ ତାର ସାଙ୍ଗ ବିନୟ ଚନ୍ଦ ଦହମୁଣ୍ଡା ପୋଲ ପାଖରେ ଜଗି ବସିଥିଲା। ଅନନ୍ତ ମଣ୍ତଳ ପୋଲ ପାଖରେ ପହଞ୍ଚିବାରୁ ବିନୟ ତା ସହିତ ଯୁକ୍ତି ତର୍କ କରିବା ସହିତ ତାର ପେଟରେ ଛୁରା ମାଡ଼ କରିବା ସହିତ ପାଖରେ ଥିବା ଖlଳକୁ ଛୁରୀ ଫୋପାଡ଼ି ଦେଇଥିଲା।
Follow Us