୩ ଲକ୍ଷର ବ୍ରାଉନସୁଗାର ଜବତ, ଯୁବକ ଗିରଫ

Advertisment
୩ ଲକ୍ଷର ବ୍ରାଉନସୁଗାର ଜବତ, ଯୁବକ ଗିରଫ

ଜଳେଶ୍ୱର : ବୁଧବାର ଜଳେଶ୍ୱର ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁରରୁ ଅବକାରୀ ବିଭାଗ ଚଢ଼ଉ କରି ୩୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ବେପାରରେ ସମ୍ପୃକ୍ତ ପଶ୍ଚିମବଙ୍ଗ ଖଡ଼ଗପୁର ଟାଉନ ଥାନା ଅଧୀନ ସଞ୍ଜୁଆଲ ଗାଁର ସଣ୍ଟୁ ଦାସ(୩୨)କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe