ରାସ୍ତାତଳକୁ ଖସିଲା ଗୋରୁ ବୋଝେଇ ସ୍କର୍ପିଓ: ଗୋଟିଏ ଗାଈ ଗୁରୁତର, ୩ ଗୋରୁ ଉଦ୍ଧାର

Advertisment
ରାସ୍ତାତଳକୁ ଖସିଲା ଗୋରୁ ବୋଝେଇ ସ୍କର୍ପିଓ: ଗୋଟିଏ ଗାଈ ଗୁରୁତର, ୩ ଗୋରୁ ଉଦ୍ଧାର

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ନିକଟରେ ଭାରସାମ୍ୟ ହରାଇ ରାସ୍ତାତଳକୁ ଏକ ଗୋରୁ ବୋଝେଇ ସ୍କର୍ପିଓ ଗାଡ଼ି ଖସିପଡ଼ିଥିଲା। ଗାଡ଼ିରେ ଚାରିଟି ଗୋରୁ ଥିବା ବେଳେ ଗୋଟିଏ ଗୋରୁ ଗୁରୁତର ହୋଇଥିବା ଜଣାଯାଇଛି। ଅନ୍ୟ ୩ଟି ଗୋରୁଙ୍କୁ ସୋର ଥାନା ପୁଲିସ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।

ତେବେ ଘଟଣାସ୍ଥଳରୁ ଗାଡ଼ିଚାଳକ ଚମ୍ପଟ ମାରିଥିବା ଜଣାପଡ଼ିଛି। ସେହି ଗାଡ଼ିରେ ନିୟମିତ ଗୋଚାଲାଣ ହେଉଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe