କ୍ରୀଡ଼ା ଶିକ୍ଷକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

Advertisment
କଦଳୀ ଗଛକଟାକୁ ନେଇ ତୁମୁଳ କାଣ୍ଡ: ପଡ଼ୋଶୀଙ୍କ ଆକ୍ରମଣ‌ରେ ଗୋଟିଏ ପରିବାରର ୫ ଗୁରୁତର

image source-sambadenglish

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଁଚୁଡିରେ ଏକ ଭଡ଼ା ଘରେ ଜନୈକ କ୍ରୀଡ଼ା ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ଶିକ୍ଷକଙ୍କ ନାମ ପର୍ଶୁରାମ ସେଠୀ। ସେ ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହ ସ୍ମୃତି ପୀଠରେ ଖେଳ ଶିକ୍ଷକ ଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ମୃତ ଶିକ୍ଷକଙ୍କ ଘର ଅଡ଼ା ହୋଇଥିବା ବେଳେ ସେ ଇଞ୍ଚୁଡ଼ି ସ୍କୁଲର ଅନ୍ୟ ଜଣେ ଶିକ୍ଷକଙ୍କ ଘରେ ଭଡ଼ାରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe