ବରଗଡ଼: ଚର୍ଚ୍ଚାରେ ନେତାଙ୍କ କୋଳାକୋଳି

Advertisment
ବରଗଡ଼: ଚର୍ଚ୍ଚାରେ ନେତାଙ୍କ କୋଳାକୋଳି

ବରଗଡ଼: ସାଧାରଣତଃ ନିର୍ବାଚନରେ ଦଳୀୟ ନେତାଙ୍କ ଭିତରେ ବାକ୍‌ବିତଣ୍ଡା ଦେଖିବାକୁ ମିଳେ। ହେଲେ ଏବେ ନିର୍ବାଚନ ପ୍ରଚାର ସମୟରେ ଦୁଇ ନେତାଙ୍କ ଭେଟଘାଟ ଓ କୋଳାକୋଳି ଚର୍ଚ୍ଚାର ବିଷୟ ହୋଇଛି। ବରଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ଓ କଂଗ୍ରେସ ପ୍ରାର୍ଥୀ ନିପନ ଦାଶଙ୍କ କୋଳାକୋଳି ହେଉଥିବା ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି,  ଯାହାକି ବରଗଡ଼ରେ ଆଲୋଚନାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe