ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍‌ ତାର

Advertisment
ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍‌ ତାର

ଝାରବନ୍ଧ: ଡଭାଠାରେ ସାପ୍ତାହିିକ ବଜାର ପାଖରେ ଥିବା ପୋଖରୀରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିବା ବେଳେ ଏହା ଉପର ଦେଇ ଅନୁଗୁଳ ଗ୍ରିଡ଼ର ୧୧ ହଜାର କ୍ଷମତା ସଂପନ୍ନ ବିଦ୍ୟୁତ୍‌ ତାର ଯାଇଛି। ଏହା ପୋଖରୀ ପାଣିରୁ ମାତ୍ର ଅଳ୍ପ ବ୍ୟବଧାନରେ ରହିଛି। ଯେକୌଣସି ମୁହୂର୍ତ୍ତରେ ଏହା ପାଣିରେ ଲାଗିଲେ ଅନେକ ଧନଜୀବନ ହାନି ହେବାର ଆଶଙ୍କା ରହିଛି। ତେଣୁ ପୋଖରୀ ଓ ବଜାର ଉପରରୁ ଏହାକୁ ବାହାର କରିବା ପାଇଁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe