ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କଲେ 'ସମ୍ବାଦ' ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ

Advertisment
ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କଲେ 'ସମ୍ବାଦ' ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ

ବରପାଲି: ବରଗଡ଼ ଜିଲ୍ଲା ବରପାଲିସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ 'ସମ୍ବାଦ' ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ବାଳ, 'ସମ୍ବାଦ' ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ସାହିତ୍ୟଘର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ପୁଷ୍ପ ମାଲ୍ୟାର୍ପଣ ସହ ଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହା ପୂର୍ବରୁ ମଧ୍ୟାହ୍ନରେ ଗଙ୍ଗାଧର କ୍ଲବ୍‌ଠାରେ ଉପସ୍ଥିତ ରହି ଗଙ୍ଗାଧର ଜୟନ୍ତୀ ସଂପର୍କରେ କ୍ଲବ୍‌ର ସଭାପତି ଓ ସଭ୍ୟମାନଙ୍କ ସହ 'ସମ୍ବାଦ' ସଂପାଦକ ଶ୍ରୀ ପଟ୍ଟନାୟକ ଆଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe