ବରଗଡ଼: ବରଗଡ଼ ଜିଲ୍ଲା ନିଶାନି ମନ୍ଦିର ମାଗୁମାଲରେ ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ପାଇକମାଳରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ ଛକ ଆଗକୁ ଥିବା ନିଶାନି ମନ୍ଦିର ପାଖରେ ଏବଂ ବିଜୁ ଏକ୍ସପ୍ରେସ ୱେ କଡ଼ରେ କିଛି ସମୟ ଆଗରୁ ଏକ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି। ଆଗକୁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଏହି ପୋଷ୍ଟର ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି। ଘନ କୁହୁଡି ଓ ଅନ୍ଧାର ଥିବା କାରଣରୁ ପୋଷ୍ଟରରେ କଣ ଲେଖା ଯାଇଛି ତାହା ସ୍ଵଷ୍ଟ ଭାବେ ଜଣା ପଡୁନାହିଁ।
ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର
Advertisment
Follow Us