ବରଗଡ଼: ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି

Advertisment
ବରଗଡ଼: ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି

ବରଗଡ଼: ବରଗଡ଼ ସହରର ୱାର୍ଡ ନଂ-୧୯ ବ୍ରହ୍ମ ବିହାର (ଗୋରୁ ମାର୍କେଟ)ସ୍ଥିତ ଶ୍ରରାମ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବାର ଖବର ମିଳିଛି।  ଏଠାରେ ଗତକାଲି ବିଳମ୍ବିତ ରାତ୍ରିରେ ରାମ, ଲକ୍ଷ୍ମଣ, ସୀତା ଓ ହନୁମାନଙ୍କ ପିତ୍ତଳ ମୂର୍ତ୍ତି ସହିତ ଦାନ ବାକ୍ସ ଚୋରି ହୋଇଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ତଦନ୍ତ କରୁଛି।

publive-image

ରାମ ନବମୀ ପୂର୍ବରୁ ଏହି ଘଟଣା ଘଟିଥିବା ହେତୁ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe