ଗାଁମୁହାଁ ହେଉଛି ଭାଲୁ, ଲୋକେ ଭୟଭୀତ

ଗାଁମୁହାଁ ହେଉଛି ଭାଲୁ, ଲୋକେ ଭୟଭୀତ

ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ ଗୋଡାଲ ପଞ୍ଚାୟତ ଅନ୍ତର୍ଗତ ଖଲନା ଗ୍ରାମରେ ଗତ ରବିବାର ରାତିରେ ଭାଲୁ ବୁଲୁଥିବା ଦେଖାଯାଇଛି। ରାତି ପ୍ରାୟ ସାଢେ ୧୦ ଟା ବେଳେ ଖଲନା ଗ୍ରାମ ମୁଖ୍ୟ ରାସ୍ତା ଉପରେ ଭାଲୁ ବୁଲୁଥିବା ବେଳେ ରାସ୍ତାରେ ଯାତାୟାତ କରୁଥିବା ଲୋକ ସାମନାସାମ୍‌ନି ହୋଇଥିବା ଜଣାପଡ଼ିଛି।

ଲୋକମାନେ ଗାଁ ମଝିରେ ଭାଲୁ ଦେଖି ଭୟଭୀତ ହୋଇ ଯାଇଥିଲେ। ନିକଟସ୍ଥ ଜଙ୍ଗଲରୁ ଏହି ଭାଲୁ ଗାଁମୁହାଁ ହେଉଥିବା ଲୋକେ କହୁଛନ୍ତି। ଏନେଇ ସ୍ଥାନୀୟ ବନ ବିଭାଗ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe