ରାତିରେ ରଣ୍ଡାପାଲ୍ଲୀ ଓ ସାନକାଉଡିରେ ବୁଲୁଛି ଭାଲୁ

ରାତିରେ ରଣ୍ଡାପାଲ୍ଲୀ ଓ ସାନକାଉଡିରେ ବୁଲୁଛି ଭାଲୁ

ଜୟପୁର: ଜୟପୁର ବ୍ଲକ ଅର୍ନ୍ତଗତ ରଣ୍ଡାପାଲ୍ଲୀ ଓ ସନାକାଉଡି ଗାଁରେ ଗତ କାଲି ରାତିରେ ଗୋଟିଏ ଭାଲୁ ବୁଲୁଥିବା ଦେଖିବାକୁ ମିଳିଥିଲା। ଗାଁର କିଛି ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସେଭଳି ରାତିରେ ସାନକାଉଡିରେ ବୁଲୁଥିବା ବେଳେ ଲୋକେ ଦେଖିଛନ୍ତି।  ଦୁଇଟି ଗାଁ ଯାକ ଭାଲୁ ଦଉଡି ଦଉଡି ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଗତ କିଛି ମାସ ତଳେ ବି ଭାଲୁ ଏକମ୍ବା, ଆମ୍ବାଗୁଡା, ସିନ୍ଧିଗାଁ, ଜୟପୁର ରେଳଷ୍ଟେସନ ଓ ଜୟପୁର ବିମାନବନ୍ଦର, ସଉରାଗୁଡା ,ଗାଗନପୁର ଅଂଚଳରେ ବୁଲୁଥିବା ଲୋକେ ଦେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe