ଭଦ୍ରକ: ୨୦ ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ

Advertisment
ଭଦ୍ରକ: ୨୦ ଗ୍ରାମ ବ୍ରାଉନସୁଗର ଜବତ, ୩ ଗିରଫ

ଭଦ୍ରକ: ଟାଉନ ଥାନା ପୁଲିସ ଶନିବାର ୨୦ ଗ୍ରାମ ବ୍ରାଉନସୁଗର ଜବତ କରି ୩ଜଣଙ୍କୁ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ପାଇ ପୁଲିସ ବ୍ରାଉନସୁଗର ଚାଲାଣ ହେଉଥିବା ଗାଡ଼ି ଉପରେ ଚଢ଼ାଉ କରିଛି। ଚଢ଼ାଉ ବେଳେ ଚାଲାଣକାରୀମାନେ ରାଣୀପଡା ଛକ ନିକଟରେ ପହଞ୍ଚି ସାରିଥିଲେ। ବ୍ରାଉନସୁଗର ଚାଲାଣରେ ଏକ ର‍୍ୟାକେଟ କାମ କରୁଥିଲା । ଏହି ର‍୍ୟାକେଟ ମାଧ୍ୟମରେ ବ୍ରାଉନସୁଗର କଟକରୁ ଜାତୀୟ ରାଜପଥ ୧୬ ନମ୍ବର ଦେଇ ବାଲେଶ୍ୱରକୁ ଚାଲାଣ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe