ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଆରଏସ ସଂଘର ଧାରଣା

Advertisment
ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜିଆରଏସ ସଂଘର ଧାରଣା

ଭଦ୍ରକ: ବିଭିନ୍ନ ସମସ୍ୟା ଓ ଦାବି ନେଇ ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଜିଆରଏସ ସଂଘର ଧାରଣା ଦେଇଛନ୍ତି। ଜିଆରଏସ ସଂଘର କହିବା ଅନୁସାରେ ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ବିଭାଗରେ ସେମାନେ କାମ କରି ଗ୍ରାମାଞ୍ଚଳର ବିକାଶ କାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ମାତ୍ର ସରକାର ସେମାନଙ୍କ ଚାକିରିକୁ ନିୟମିତ କରୁନାହାନ୍ତି। ସଂଘ ପକ୍ଷରୁ ଜିଲ୍ଲାପାଳ ଜ୍ଞାନ ଦାସଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe