ଭଦ୍ରକ: ଧାମରା ବନ୍ଦର କୋଇଲା ଡିପୋରେ ଅଗ୍ନିକାଣ୍ଡ

ଭଦ୍ରକ: ଧାମରା ବନ୍ଦର କୋଇଲା ଡିପୋରେ ଅଗ୍ନିକାଣ୍ଡ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ବନ୍ଦର ପରିସରରେ ଥିବା କୋଇଲା ଡିପୋରେ ଥିବା କୋଇଲାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି। ବେଲ ଯୋଗେକୋଇଲା ପରିବହନ ସମୟରେ ଟିପି ୧୦, ଟିପି ୧୬ ଓ ଟିପି ୧୮ରେ ନିଆଁ ଲାଗି ଯାଇଥିଲା। ଖବର ପାଇ ୩ଟି ଦମକଳ ସେଠାରେ ପହଞ୍ଚି ଏହି ନିଆଁକୁ ଆୟତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe