ଭଦ୍ରକରେ ଚାଞ୍ଚଲ୍ୟ: ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ମିଳିଲା ମଣିଷ କଙ୍କାଳ

Advertisment
ଭଦ୍ରକରେ ଚାଞ୍ଚଲ୍ୟ: ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ମିଳିଲା ମଣିଷ କଙ୍କାଳ

ଭଦ୍ରକ: ଆରଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପାଖରୁ ଏକ ମଣିଷ କଙ୍କାଳ ଠାବ ହୋଇଥିବା ଜଣାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏକ ଜଙ୍ଗଲିଆ ସ୍ଥାନ ସଫା କରିବା ବେଳେ ମଣିଷ କଙ୍କାଳ ମିଳିଥିଲା। ସେହି କଙ୍କାଳ , ପାଖରେ ଏକ ବ୍ୟାଗ, ଚପଲ ଓ ଦଉଡ଼ି ପଡ଼ି ରହିଥିବାର ଦେଖିବାକୁ ମିଳିଥିଲା।

ଏହି କଙ୍କାଳଟି ବହୁଦିନର ବୋଲି କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପୁରୁଣା ବଜାର ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe