କୁହୁଡ଼ି ପାଇଁ ଭଦ୍ରକରେ ସଡ଼କ ଦୁର୍ଘଟଣା

Advertisment
କୁହୁଡ଼ି ପାଇଁ ଭଦ୍ରକରେ ସଡ଼କ ଦୁର୍ଘଟଣା

ଭଦ୍ରକ: ପ୍ରବଳ କୁହୁଡ଼ି ପାଇଁ ଭଦ୍ରକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକର ଗେଲପୁର ପାୱାର ହାଉସ ଛକ ନିକଟରେ ପୁରୀରୁ କଲିକତା ଫେରୁଥିବା ବେଳେ ଏକ କାର୍ ଓ ଏକ ସ୍କର୍ପିଓ ଗାଡ଼ିକୁ ରାସ୍ତା ଦେଖା ନ ଯିବାରୁ ଡିଭାଇଡର ଉପରକୁ ଚଢ଼ାଉ ଦେଇଥିଲେ।

publive-image

ଏହାଫଳରେ ଘଟଣାସ୍ଥଳରେ କାରରେ ଥିବା ପଶ୍ଚିମବଙ୍ଗର ଲୋକମାନେ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ପୁଲିସ ଉଦ୍ଧାର କରି ଭଦ୍ରକ ମେଡିକାଲକୁ ନେଇଥିଲେ। ଏବେ ସମସ୍ତଙ୍କ ସ୍ବାସ୍ଥ୍ୟ ଭଲ ରହିଛି। ପ୍ରାଥମିକ ଚିକିତ୍ସା କରାଯାଇଛି। କାର୍ ଦୁଇଟି ରାସ୍ତା କଡ଼ରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe