ବେଆଇନ ସ’ ମିଲ୍‌ ଉପରେ ଚଢ଼ଉ

Advertisment

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଚାଲିଥିବା ଏକ ବେଆଇନ ସ ମିଲ ଉପରେ ଆଜି ବନ ବିଭାଗର ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରିଛି। ବିନା ଲାଇସେନ୍ସରେ ଏହି ସ ମିଲ ଧାମନଗରର ମୂଳନା ସାହିରେ ଚାଲୁଥିଲା।

ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଚାଲିଥିବା ଏକ ବେଆଇନ ସ ମିଲ ଉପରେ ଆଜି ବନ ବିଭାଗର ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରିଛି। ବିନା ଲାଇସେନ୍ସରେ ଏହି ସ ମିଲ ଧାମନଗରର ମୂଳନା ସାହିରେ ଚାଲୁଥିଲା।

WhatsApp Image 2025-07-19 at 7.49.54 PM

ଧାମନଗର: ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକରେ ଚାଲିଥିବା ଏକ ବେଆଇନ ସ ମିଲ ଉପରେ ଆଜି ବନ ବିଭାଗର ଭିଜିଲାନ୍ସ ଟିମ ମିଳିତ ଭାବରେ ଚଢାଉ କରିଛି। ବିନା ଲାଇସେନ୍ସରେ ଏହି ସ ମିଲ ଧାମନଗରର ମୂଳନା ସାହିରେ ଚାଲୁଥିଲା। ଚଢାଉ ବେଳେ ୭୫.୨୫ ସି ଏଫ୍ ଟ  ଦାମୀ କାଠ ଓ କାଠ କଟା ଯନ୍ତ୍ରପାତି ଜବତ କରାଯାଇଥିଲା। ଯାହାର ମୂଲ୍ୟ ୧୨ ଲକ୍ଷ ୩ ହଜାର ୬୫୫ ଟଙ୍କା ହେବ ବୋଲି ଆକଳନ କରାଯାଇଛି।  ଚଢାଉ ବେକେ କାହାକୁ ଗିରଫ କରାଯାଇନାହିଁ।

Bhadrak

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe