ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ସଂଦେହ

Advertisment
ପ୍ରେମ ପାଇଁ ଯୁବକଙ୍କ ଆତ୍ମହତ୍ୟା ସଂଦେହ

ଭଣ୍ଡାରିପୋଖରୀ: ଏହି ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ଦାଣ୍ଡକୂଳ ଗ୍ରାମର ସୁଶାନ୍ତ ଜେନା(୨୩) ଆତ୍ମହତ୍ୟା କରିଥିବା ଜଣାଯାଇଛି। ସୋମବାର ରାତ୍ରିରେ ଘର ପଛପାଖ ସ୍କୁଲବାଡ଼ି ଡିମିରି ଗଛରେ ବେକରେ ରଶି ଲଗାଇ ଝୁଲିଥିବା ଅବସ୍ଥାରେ ମଙ୍ଗଳବାର ସକାଳେ ଗ୍ରାମବାସୀ ଦେଖି ପରିବାରକୁ ଜଣାଇଥିଲେ। ଖବରପାଇ ପୁଲିସ ଶବ ଉଦ୍ଧାର କରି ୮/୧୯ ନଂ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe