ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ୭ବଖରା ଭସ୍ମିଭୂତ, ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ

Advertisment
ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ: ୭ବଖରା ଭସ୍ମିଭୂତ, ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଅନ୍ତର୍ଗତ ରାଆଣ୍ଡିଆ ଥାନାସ୍ଥିତ ମଙ୍ଗଳବାର ଭୟାବହ ଅଗ୍ନିକାଣ୍ଡ ଘଟି ୭ବଖରା ଭସ୍ମିଭୂତ ହୋଇଛି। ଏହି ଘଟଣାରେ ଆନୁମାନିକ ୨ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଏତେ ବଡ଼ ଅଗ୍ନିକାଣ୍ଡ ଘଟିଥିଲେ ହେଁ ସୌଭଗ୍ୟବଶତଃ କାହାରି ମୃତ୍ୟୁ ହୋଇ ନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବେଣୁଧର ଧଳ ଓ ସିରିଆ ଧଳ ଆଜି ସନ୍ଧ୍ୟାରେ ଗୁହାଳରେ ମଶା ଧୁଆଁ ଦେଉଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe