ପୁଲିସ ପଞ୍ଝାରେ ମୋଟରବାଇକ ଗ୍ୟାଙ୍ଗ୍‌: ମୁଖ୍ୟ ଅଭିଯୁକ୍ତ ଗିରଫ, ୧୦ ବାଇକ ଜବତ

Advertisment
ପୁଲିସ ପଞ୍ଝାରେ ମୋଟରବାଇକ ଗ୍ୟାଙ୍ଗ୍‌: ମୁଖ୍ୟ ଅଭିଯୁକ୍ତ ଗିରଫ, ୧୦ ବାଇକ ଜବତ

Sambad

ରାଉରକେଲା: ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ଛକ, ମେଡ଼ିକାଲ ଆଗରୁ ମୋଟରବାଇକ ଚୋର ଗ୍ୟାଙ୍ଗ୍‌ର ମୁଖ୍ୟ ଅଭିଯୁକ୍ତକୁ ରଘୁନାଥପାଲ୍ଲୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରୁପୁଟୋଲା ବସ୍ତିର ଧୀରଜ ଝା। ଅଭିଯୁକ୍ତ ନିକଟରୁ ୧୦ଟି ମୋଟରବାଇକ ଜବତ କରାଯାଇଛି। ଧୀରଜର ଅନ୍ୟ ସହଯୋଗୀ ପାନପୋଷ ବସ୍ତିର ବିକି ଯାଦବ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

publive-image Sambad

ଅଭିଯୁକ୍ତ ମାନେ ରାଉରକେଲା ସରକାରୀ ହସ୍ପିଟାଲ, ଭେଷଜ ପଟେଲ ହସ୍ପିଟାଲ, ହନୁମାନ ବାଟିକା, ସିଭିଲ ଟାଉନସିପ୍‌ ଆଦି ସ୍ଥାନରୁ ମୋଟରବାଇକ ଚୋରି କରି ଅନ୍ୟ ମାନଙ୍କୁ ଶସ୍ତାରେ ବିକି ଦେଉଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe