ଟ୍ରାକ୍ଟର ଧକ୍କାରେ ବାଇକ୍‌ ଚାଳକ ମୃତ

Advertisment
ବାଇକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବଡ଼ଗାଁ: ଆଜି ସନ୍ଧ୍ୟା ୭ଟା ସମୟରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ତିଳେଇମାଲ ଗାଁ ଛକରେ ଗୋଟିଏ ଟ୍ରାକ୍ଟର ଓ ମୋଟର୍‌ବାଇକ୍‌ ମଧ୍ୟରେ ଧକ୍କା ହେବାରୁ ବାଇକ୍‌ ଚାଳକଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ହେଲେ ସଲଙ୍ଗାବୁଡ଼ ଖେରାପଡ଼ାର ଧରଣୀଧର ପ୍ରଧାନ(୨୩)। ଓଡ଼ି ୧୬ଏଫ୍‌ ୪୨୨୭ ବାଇକ୍‌ରେ ଧରଣୀଧର ଓ ତାଙ୍କ ସହଯୋଗୀ ଶ୍ୟାମ ଯାଉଥିଲା ବେଳେ ତିଲେଇମାଲ ଛକରେ ସେମାନଙ୍କୁ ଏକ ଟ୍ରାକ୍ଟର୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଧରଣୀଧରଙ୍କର ମୃତ୍ୟୁ ହୋଇଥିଲା‌ବେଳେ ଶ୍ୟାମ ଗୁରୁତର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe