ଆନନ୍ଦପୁରରେ ବିଜେଡ଼ି ଆଗୁଆ

Advertisment
ଆନନ୍ଦପୁରରେ ବିଜେଡ଼ି ଆଗୁଆ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଧାନସଭା ମଣ୍ଡଳୀରେ ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷରେ ବିଜେଡି ଆଗୁଆ ରହିଛି। ବିଜେଡିକୁ ୭୪୩୦ ଭୋଟ ମିଳିଥିବାବେଳେ,କଂଗ୍ରେସକୁ ୬୮୮୫ ଖଣ୍ଡ ଏବଂ ବିଜେପିକୁ ୫୩୫୩ ଭୋଟ ମିଳିଛି।

ଏହି ଆସନରେ ବିଜେଡିରୁ ଅଭିମନ୍ୟୁ ସେଠୀ, ଭାଜପାରୁ ଆଲୋକ ସେଠୀ, କଂଗ୍ରେସରୁ ପୂର୍ବତନ ବିଧାୟକ ଜୟଦେବ ଜେନା, ସ୍ବାଧୀନରୁ ଝାନ୍ସିରାଣୀ ଦାସ ଏବଂ ବିଶ୍ୱ ପ୍ରତାପ ଜେନା,ବହୁଜନ ସମାଜ ପାର୍ଟିରୁ ଦେବେନ୍ଦ୍ର ଜେନା,ଏସ୍‌ୟୁସିଆଇରୁ ନୀଳକଣ୍ଠ ଜେନା ନିର୍ବାଚନ ମଇଦାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe