କେନ୍ଦୁଝରରେ ଫୁଟିଲା ପଦ୍ମ, ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍‌ଦେଲେ ମୋହନ ମାଝି

Advertisment
କେନ୍ଦୁଝରରେ ଫୁଟିଲା ପଦ୍ମ, ବିଜେଡି ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ୧୧୮୯ ଭୋଟରେ ମାତ୍‌ଦେଲେ ମୋହନ ମାଝି

ଭୁବନେଶ୍ୱର: କେନ୍ଦୁଝର ସଦର ବିଧାନସଭା ର୍ନିବାଚନ ମଣ୍ଡଳୀରେ ଫୁଟିଲା ପଦ୍ମ ଫୁଟିଛି। ବିଜେଡି ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାରଙ୍କୁ ପରାସ୍ତ କରି ବିଜେପି ପ୍ରାର୍ଥୀ ମୋହନ ଚରଣ ମାଝି ବିଜୟୀ ହୋଇଛନ୍ତି। ସେ ୧୧୮୯ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି। ଗତ ଦୁଇଟି ଟର୍ମ ଧରି କେନ୍ଦୁଝର ଆସନକୁ କବଜା କରିଆସୁଥିଲା ବିଜୁ ଜନତା ଦଳ। ତେବେ ବିଜେଡି ରଣନୀତିକୁ ମାତ ଦେଇ କେନ୍ଦୁଝର ସଦର ଆସନରୁ ପୁଣି ଥରେ ବିଜୟଟିକା ପିନ୍ଧିଛନ୍ତି ମୋହନ ମାଝି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe