ବିଜେଡ଼ି ନେତ୍ରୀଙ୍କ ଘରେ ବନବିଭାଗ ଚଢ଼ଉ: ଲକ୍ଷାଧିକ ଟଙ୍କା ଜବତ,ସ୍ୱାମୀ ଫେରାର

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକ୍ ବିଜେଡି ନେତ୍ରୀ ତଥା ପୂର୍ବ ସରପଞ୍ଚ ପ୍ରଭାସିନୀ ପଧାନଙ୍କ ଘରେ ଦେଓଗାଁ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠପଟାକୁ ଜବତ କରିଛି...

8maznaspaa

ବଲାଙ୍ଗୀର: ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ଗୁଡ଼ଭେଳା ବ୍ଲକ୍ ବିଜେଡି ନେତ୍ରୀ ତଥା ପୂର୍ବ ସରପଞ୍ଚ ପ୍ରଭାସିନୀ ପଧାନଙ୍କ ଘରେ ଦେଓଗାଁ ବନ ବିଭାଗ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ସାଗୁଆନ କାଠପଟାକୁ ଜବତ କରିଛି।

ବନବିଭାଗର ଚଢ଼ଉ ଦେଖି ନାରୀନେତ୍ରୀଙ୍କ କଲେଜ ଅଧ୍ୟକ୍ଷ ସ୍ୱାମୀ ଫେରାର ହୋଇଛନ୍ତି।

ତେବେ ବନ ବିଭାଗ କାଠପଟାକୁ ଜବତ କରିଥିଲେ ବି କାହାରିକୁ ଏପର୍ଯ୍ୟନ୍ତ ଗିରଫ କରି  ନ ଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ; ବିମାନ ବିଳମ୍ବ ହେତୁ ଅଟକି ରହିଲେ ଶହ ଶହ ଯାତ୍ରୀ

ଅଧିକ ପଢ଼ନ୍ତୁ: ଗିରଫ ହେଲେ 'ପୁଷ୍ପା ୨: ଦି ରୁଲ୍'ର ଅଭିନେତା ଅଲ୍ଲୁ ଅଜୁର୍ନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe