ଭୁବନେଶ୍ୱର: ଘଷିପୁରା ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ବଦ୍ରିପାତ୍ର। କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୩୨ ହଜାର ୬୬୬ ଖଣ୍ଡ ଭୋଟ୍ରେ ମାତ ଦେଇ ୫ ଥର ବିଧାୟକ ଭାବେ ନିର୍ବାଚିତ ହେଲେ ବଦ୍ରି ପାତ୍ର। ତେବେ ଯେଉଁଭଳି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦି ଭାବେ ଘଷିପୁରାରେ ଉଭୟ ବିଜେଡି ଓ କଂଗ୍ରେସ ମଧ୍ୟରେ ଲେଇ ଦେଖିବାକୁ ମିଳିଥିଲା
ଅନ୍ୟପଟେ ବର୍ତ୍ତମାନର ଟ୍ରେଣ୍ଡ୍ ଅନୁସାରେ ବିଜେଡି ୧୧୩, ବିଜେପି ୨୨ ଏବଂ କଂଗ୍ରେସ ୯ଟି ଆସନରେ ଆଗୁଆ ରହିଛନ୍ତି। ସେପଟେ ବିଭିନ୍ନ ଆସନରେ ବୃହତ ଭୋଟ୍ ବ୍ୟବଧାନରେ ବିଜୟୀ ହେଉଥିବା ବିଜେଡି ଶିବିରରେ ଏବେ ଖୁସିର ଲହରି ଖେଳିଯାଇଛି।
୫ମ ଥର ବିଜୟୀ ହେଲେ ବଦ୍ରୀ ପାତ୍ର, ୩୨ ହଜାର ଭୋଟ୍ରେ ହାରିଲେ ନିରଂଜନ ପଟ୍ଟନାୟକ
Advertisment
Follow Us