ଆସ୍କା ଲୋକସଭାରେ ଲକ୍ଷାଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ, ୭ରୁ ୬ ବିଧାନସଭାରେ ଜିତିଲା ବିଜେଡି, କଂଗ୍ରେସକୁ ଗୋଟିଏ ଆସନ

Advertisment
ଆସ୍କା ଲୋକସଭାରେ ଲକ୍ଷାଧିକ ଭୋଟରେ ଜିତିଲେ ପ୍ରମିଳା ବିଷୋୟୀ, ୭ରୁ ୬ ବିଧାନସଭାରେ ଜିତିଲା ବିଜେଡି, କଂଗ୍ରେସକୁ ଗୋଟିଏ ଆସନ

ଭୁବନେଶ୍ୱର: ଆସ୍କା ଲୋକସଭା ଆସନରୁ ବିଜେଡି ଟିକେଟରେ ପ୍ରମିଳା ବିଷୋୟୀ ଲକ୍ଷାଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ ବିଜେପି ପ୍ରାର୍ଥୀ ସୁନିତା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରିଛି।

ସେହିପରି ଆସ୍କା ଲୋକସଭା ଆସନ ଅନ୍ତର୍ଗତ ଆସ୍କା, କବିସୂର୍ଯ୍ୟନଗର, ସୋରଡା, ହିଂଜିଳି, ଖଲ୍ଲିକୋଟ ଓ ପୋଲସରା ବିଧାନସଭା ଆସନରୁ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କେବଳ ସାନଖେମୁଣ୍ଡିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
ଆସ୍କା: ମଂଜୁଳା ସ୍ୱାଇ
କବିସୂର୍ଯ୍ୟନଗର: ଲତିକା ପ୍ରଧାନ
ସୋରଡା: ପର୍ଣ୍ଣଚନ୍ଦ୍ର ସ୍ୱାଇଁ
ହିଂଜିଳି: ନବୀନ ପଟ୍ଟନାୟକ
ଖଲ୍ଲିକୋଟ: ସୂର୍ଯ୍ୟମଣୀ ବୈଦ୍ୟ
ପୋଲସରା: ଶ୍ରୀକାନ୍ତ ସାହୁ
ସାନଖେମୁଣ୍ଡି: ରମେଶ ଜେନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe