୧୦ ଉଠା ଦୋକାନୀଙ୍କୁ ଧକ୍କା ଦେଲା ବୋଲେରୋ, ୨ ଗୁରୁତର

Advertisment

ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା...

ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା...

Samudrik Thana Police

Samudrik Thana Police

ପାରାଦୀପ: ପାରାଦୀପ ସମୁଦ୍ର କୂଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ବୋଲେରୋ ସିରିଜ ଦୁର୍ଘଟଣା ଘଟାଇଛି। ୧୦ଟି ଉଠା ଦୋକାନୀଙ୍କୁ ଧକ୍କା ଦେବା ପରେ ବୋଲେରୋଟି କାଠପୋଲରେ ପିଟି ହୋଇ ଯାଇଥିଲା ।

ଏହି ଘଟଣାରେ ୨ ଉଠା ଦୋକାନୀ ଗୁରୁତର ହୋଇଛନ୍ତି।  ସେମାନଙ୍କୁ ଚିକିତ୍ସା ଲାଗି ଅଠରବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଅଧିକ ପଢ଼ନ୍ତୁ: କୁମ୍ଭମେଳା ଦେଖି ଫେରୁଥିବା ବେଳେ ଘଟିଲା ଦୁର୍ଘଟଣା: ‌ଶେଷ ହୋଇଗଲା ଗୋଟିଏ ପରିବାର

ବୋଲେରୋରେ ଥିବା ୪ ଜଣଙ୍କୁ  ସ୍ଥାନୀୟ ଲୋକେ ଧରି ନିସ୍ତୁକ ଛେଚିଛନ୍ତି। ସ୍ଥାନୀୟ ଲୋକେ ୪ ଜଣଙ୍କୁ ଅଟକ ରଖିଥିଲେ। ଖବର ପାଇ ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୁଲିସର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଅଧିକ ପଢ଼ନ୍ତୁ: ରାଜ୍ୟବାସୀଙ୍କ କଲ୍ୟାଣ ଓ ବୃହତ୍ତର ସ୍ୱାର୍ଥ ପାଇଁ କାର୍ଯ୍ୟ କରିବି: ପ୍ରକାଶ ମିଶ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe